ନୟାଗଡ : ଦୁର୍ଘଟଣାରେ ୪ ମୃତ

ନୟାଗଡ : ନୟାଗଡ ଜିଲ୍ଲା ଶରଣକୂଳ ନିକଟରେ ଗତ ବିଳମ୍ବିତ ରାତିରେ ଏକ ସଡକ ଦୁର୍ଘଟଣାଘଟିଛି । ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଭାରସାମ୍ୟ ହରାଇ ଏକ ଗଛରେ କାରଟିଏ ପିଟିହେବାରୁ ଗୋଟିଏ ପରିବାର ୩ ଜଣଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ଘଟିଛି । ଭୁବନେଶ୍ବରରୁ ନୟାଗଡ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି।

Comments are closed.