ଅଭିଜିତଙ୍କୁ କ୍ଷମା ଦିଆଗଲା : ନରସିଂହ ମିଶ୍ର

0

ଭୁବନେଶ୍ୱର : ବିଧାୟକଙ୍କ ପ୍ରତି ଅଭିଜିତ ଆୟର ମିତ୍ରଙ୍କ ଅଶାଳୀନ ମନ୍ତବ୍ୟ ପ୍ରସଙ୍ଗରେ ଗୃହ କମିଟି ପ୍ରସ୍ତାବ ଆଧାରରେ ତାଙ୍କୁ ବିଧାନସଭା କ୍ଷମା ଦେଇଛି। ଅଭିଜିତଙ୍କୁ କ୍ଷମା ଦିଆଯାଇଥିବା ନେଇ ବିଧାନସଭା ଗୃହ କମିଟିର ଅଧ୍ୟକ୍ଷ ନରସିଂହ ମିିଶ୍ର ସୂଚନା ଦେଇଛନ୍ତି। ଏନେଇ ବିଧାନସଭାରେ ଉପସ୍ଥାପନ ହୋଇଥିବା ପ୍ରସ୍ତାବ ପାରିତ ହୋଇଛି। ଏନେଇ ବିଧାନସଭାରେ ଗୃହ କମିଟି ରିପୋର୍ଟ ଉପସ୍ଥାପିତ ହୋଇଥିଲା। ଏହି ରିପୋର୍ଟରେ ଅଭିଜିତଙ୍କୁ କ୍ଷମା ଦେବାପାଇଁ କମିଟି ପ୍ରସ୍ତାବ ଦେଇଥିଲା।

Leave A Reply