ଅଭିଜିତ ଆୟର ମିତ୍ର ଗିରଫ

0

ଭୁବନେଶ୍ୱର .- ଅଭିଜତ୍‌ ଆୟାର ମିତ୍ର ଗିରଫ । ସହିଦ ନଗର ଥାନା ପୁଲିସ ତାଙ୍କୁ ଗିରଫ କରିଛି । ସହିଦ ନଗରରେ ହୋଇଥିବା ଅଭିଯୋଗ  ଆଧାରରେ ତାଙ୍କୁ ଗିରଫ କରିଥିବା କମିଶନରେଟ୍‌ ଏସିପି ସୂଚନା ଦେଇଛନ୍ତି । ସେ ବିଧାନସଭା ଗୃହ କମିଟିରେ ହାଜର ହେବାପରେ  ପୁଲିସ ତାଙ୍କୁ ନେଇ ଅଜ୍ଞାତ ସ୍ଥାନରେ ଜେରା କରୁଥିଲା । ଏହାପରେ ପୁଲିସ ତାଙ୍କୁ ଗିରଫ କରିଛି ।

Leave A Reply