ଯାଜପୁରରେ ପୁଲିସ ଡିଜି ଅଭୟ, ଜିଲ୍ଲାରେ ଜାରି ହୋଇଥିବା ସଟଡାଉନ ଓ ଲକଡାଉନର କଲେ ସମୀକ୍ଷା

ଯାଜପୁର : ଯାଜପୁର ଗସ୍ତରେ ଓଡିଶା ପୁଲିସ ଡିଜି ଅଭୟ। ଆଜି ପୁଲିସ ଡିଜି ପାଣିକୋଇଲି ଠାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପହଂଚି ଜିଲ୍ଲାର ବିଭିନ୍ନ ଅଂଚଳରେ ଜାରି ହୋଇଥିବା ସଟଡାଉନ ଓ ଲକଡାଉନର ସମୀକ୍ଷା କରିଥିଲେ। ଏଥିସହ ପୁଲିସ ହେଲ୍ପ ଲାଇନ ୧୦୦ କାର୍ଯ୍ୟକ୍ଷମ ସମ୍ପର୍କରେ ଆଲୋଚନା କରିଥିଲେ। ପରେ ଜିଲ୍ଲାର କୁଆଖିଆ ଥାନା ପରିଦର୍ଶନ କରିଥିଲେ। ଏହି ସମୟରେ ଡିଆଇଜି ସିଆର ଆଶିଷ ସିଂ, ଯାଜପୁର ଏସପି ଚରଣ ସିଂ ମୀନା ଉପସ୍ଥିତ ଥିଲେ।

Comments are closed.