୧୩୭ ଓ ୧୩୮ ନମ୍ବର ବୁଥ ବାହାରେ ଉତ୍ତେଜନା

ଆଠଗଡ଼ : ଆଠଗଡ଼ର ରାଜନଗର ୟୁପି ସ୍କୁଲର ୧୩୭ ଓ ୧୩୮ ନମ୍ବର ବୁଥ ବାହାରେ ଉତ୍ତେଜନା ପ୍ରକାଶ ପାଇଛି । ବୁଥ ବାହାରେ ସମର୍ଥକଙ୍କ କଥା କଟାକଟି ହେବା କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ ଜଣାପଡ଼ିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିବା ସମୟରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା ।

Comments are closed.