ଗାଡି ଚୋରୀ ରାକେଟର ପର୍ଦ୍ଦାଫାସ୍‌ ; ଚୋରୀ ଗାଡି ଉଦ୍ଧାର

0

ରାଉରକେଲା : ରାଉରକେଲା ପ୍ଲାଣ୍ଟ ସାଇଟ୍‌ ପୁଲିସ ଏକ ଗାଡି ଚୋରୀ ରାକେଟର ପର୍ଦ୍ଦାଫାସ୍‌ କରିବାରେ ସକ୍ଷମ ହୋଇଛି। ଏହା ସହିତ ସେମାନଙ୍କଠାରୁ ଲୁଟ୍‌ ହୋଇଥିବା ଗାଡି ଉଦ୍ଧାର ହୋଇଛି। ୫ଜଣ ଗାଡିଚୋରଙ୍କୁ ଗିରଫ କରିବା ସହ ପଚରା ଉଚୁରା ଜାରି ରଖିଛି।

Leave A Reply