୯୦ଟି ସ୍କୁଲ ବନ୍ଦ ପାଇଁ ଡିଇଓଙ୍କ ନିର୍ଦେଶ

କୋରାପୁଟ : କୋରାପୁଟ ଜିଲାର ୯୦ଟି ସ୍କୁଲ ବନ୍ଦ କରିବା ପାଇଁ ଡିଇଓ ନିର୍ଦେଶ ଦେଇଛନ୍ତି । ୧୦ଜଣରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲ ସମ୍ପୂର୍ଣ୍ଣ ବନ୍ଦ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ସେହି ସ୍କୁଲର ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ସ୍କୁଲରେ ପଢାଇବାକୁ ବ୍ୟବସ୍ଥା କରାଯାଉଛି । ସରକାରଙ୍କ ଗାଇଡ୍ ଲାଇନକୁ କାର୍ଯ୍ୟକାରୀ କରାଇବାକୁ ଡିଇଓ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସଂପୃକ୍ତ ସ୍କୁଲ କତ୍ତୃପକ୍ଷଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

Comments are closed.