୪ଲକ୍ଷ ୭୬ହଜାରର ନକଲି ନୋଟ ଜବତ; ୬ ଗିରଫ

ଯାଜପୁର : ଯାଜପୁର ରୋଡ଼ ଅଞ୍ଚଳରେ ବୁଧବାର ୪ ଲକ୍ଷ ୭୬ ହଜାରର ନକଲି ନୋଟ ଜବତ କରାଯାଇଛି। ନକଲି ନୋଟ କାରବାରରେ ସମ୍ପୃକ୍ତ ଥିବା ୬ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କ ଠାରୁ ନକଲି ନୋଟ୍ ସହ ନକଲି ନୋଟ ପ୍ରିଣ୍ଟର, ବାଇକ୍ ଓ ମୋବାଇଲ ଜବତ କରାଯାଇଛି। ଦୀର୍ଘଦିନ ହେବ ଏହି କାରବାର ଚାଲିଥିବା ସାମ୍ବାଦିକ ସମ୍ମିଳନୀରେ ଏସପି ସୂଚନା ଦେଇଛନ୍ତି।

Comments are closed.