ସନ୍ଧ୍ୟା ୬ଟା ମୁଖ୍ୟ ସମ୍ବାଦ

ଆସନ୍ତା ୩ ଦିନରେ ରାଜ୍ୟଗୁଡିକୁ ଦିଆଯିବ ୩୬ ଲକ୍ଷରୁ ଅଧିକ ଟିକା

-କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି – ୨ ମାସ ପାଇଁ ମିଳିବ ଅତିରିକ୍ତ ଖାଦ୍ୟଶସ୍ୟ

-ଆନ୍ଧ୍ର ଓ ତେଲଙ୍ଗାନା ଫେରନ୍ତା ପ୍ରବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କଡାକଡି

-ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ମମତା ବାନାର୍ଜୀଙ୍କୁ ଅଭିନନ୍ଦନ ଜଣାଇଲେ ମୋଦୀ

-ଉତ୍ତରପ୍ରଦେଶରେ ବଢିଲା ତାଲାବନ୍ଦ ଅବଧି

– ଜାପାନରେ ବଢ଼ିଲା ତାଲାବନ୍ଦ ଅବଧି, ଜୁଲାଇ ୨୧ରୁ ଆରମ୍ଭ ହେବାକୁ ଥିବା ଅଲିମ୍ପିକ ମହାକୁମ୍ଭ ରଦ୍ଦ ହେବା ଆଶଙ୍କା

– ବ୍ୟବସାୟୀଙ୍କୁ ଧମକ ଦେବା ଅଭିଯୋଗରେ କୁଖ୍ୟାତ ଅପରାଧୀ ପପୁ ବରାଳ ସମେତ ଦୁଇ ଗିରଫ

– ମରାଠା ଆରକ୍ଷଣ ଅସାମ୍ବିଧାନିକ, କହିଲେ ସୁପ୍ରିମକୋର୍ଟ

– କୋଭିଡ ଚିକିତ୍ସା ଭିତ୍ତିଭୂମି ପାଇଁ ରିଜର୍ଭ ବ୍ୟାଙ୍କର ୫୦ ହଜାର କୋଟି ଟଙ୍କା ପାଣ୍ଠି ବ୍ୟବସ୍ଥା

– ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ତୃଣମୂଳ ନେତ୍ରୀ ମମତା ବାନାର୍ଜୀ

– ଅମ୍ଳଜାନ ଯୋଗାଣ କରାନଯିବା ଗଣହତ୍ୟା ଠାରୁ କିଛି କମ୍‍ ନୁହେଁ – ଆଲ୍ଲାହାବାଦ ଉଚ୍ଚ ନ୍ୟାୟାଳୟ

Comments are closed.