ନିମନ୍ତ୍ରଣ ପତ୍ର ଭିତରୁ ୫କୋଟିର ଡ୍ରଗ୍ସ ଜବତ

ବେଙ୍ଗାଲୁରୁ : ବେଙ୍ଗାଲୁରୁ ବିମାନବନ୍ଦରରୁ ୫କୋଟି ଟଙ୍କାର ଏଫେଡ୍ରାଇନ୍ସ ଡ୍ରଗ୍ସ ଜବତ କରାଯାଇଛି। ୫କିଲୋ ୦୪୯ ଗ୍ରାମର ଏହି ଡ୍ରଗ୍ସକୁ ୮୬ଟି ପାଉଚରେ ରଖି ୪୩ଟି ନିମନ୍ତ୍ରଣ ପତ୍ର ଭିତରେ ଲୁଚାଇ ରଖାଯାଇଥିଲା। ବିମାନବନ୍ଦରରେ ଜିନିଷପତ୍ର ଯାଞ୍ଚ ସମୟରେ ଏହି ଡ୍ରଗ୍ସକୁ ଜବତ କରାଯାଇଥିଲା।

Comments are closed.