ପୁରୀ ପାଇଁ ୫୦୦ କୋଟି ଟଙ୍କାର ପ୍ୟାକେଜ

ପୁରୀ : ପୁରୀ ସହରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୫୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି।

ଶ୍ରୀ ସେତୁ ପାଇଁ ୧୯୦ କୋଟି

ଜଗନ୍ନାଥ ବଲ୍ଲଭ ମଠର ବିକାଶ ପାଇଁ  ୧୮୦ ​କୋଟି

ମୂଷା ନଦୀର ବିକାଶ ପାଇଁ ୮୫ କୋଟି

ଅଠରନଳା ପାଇଁ ୫ କୋଟି

ହ୍ରଦର ବିକାଶ ପାଇଁ  ୩୫ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି।

Comments are closed.