କେନ୍ଦ୍ରାପଡାରେ ରାଜ୍ୟର ୪୦ ତମ କରୋନା ପଜିଟିଭ ଚିହ୍ନଟ

କେନ୍ଦ୍ରାପଡା : କେନ୍ଦ୍ରାପଡାରେ ରାଜ୍ୟର ୪୦ ତମ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୪୦କୁ ବୃଦ୍ଧି ପାଇଛି । ସେ ମାର୍ଚ୍ଚ ୨୪ରେ ଦୁବାଇରୁ ଆସିଥିଲେ। ତାଙ୍କ ବୟସ ୩୨ ବର୍ଷ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Comments are closed.