ନିଶାସକ୍ତ ଯୁବକର କାର ଧକ୍କାରେ ଆଈ ସହ ନାତି ଓ ନାତୁଣି ଘଟଣାସ୍ଥଳରେ ମୃତ

ତାଳଚେର: ନିଶାସକ୍ତ ଯୁବକର କାର ଧକ୍କାରେ ୩ଜଣଙ୍କ ମୃତ୍ୟୁ ହୋଇଛି। ଏହି କାର ଧକ୍କାରେ ଆଈ ସହ ନାତୁଣିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ବିକ୍ରମପୁର ଥାନା ଗୋବରା ଗାଁରେ ମର୍ମନ୍ତୁଦ ଦୁର୍ଘଟଣା। ଗାଁ ଦାଣ୍ଡରେ ଖେଳୁଥିବାବେଳେ ଧକ୍କା ଦେଲା କାର। ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିବାବେଳେ ନିଶାସକ୍ତ ଯୁବକକୁ ଗ୍ରାମବାସୀ ଅଟକ ରଖିଥିବା ସୂଚନା ମିଳିଛି।

Comments are closed.