ରାଜ୍ୟରେ ଦିନକରେ ୪୦ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯ ଜଣ କରୋନାରେ ପ୍ରାଣ ହରାଇଥିବା ଜଣାଯାଇଛି। ଅନୁଗୁଳ ଜିଲାରୁ ୩, ବଲାଙ୍ଗୀର ୨, ବାଲେଶ୍ୱର ୨, ବରଗଡ ୫, ଭଦ୍ରକ ୨ ଏବଂ ବଉଦ ଜିଲାରୁ ୨ ଜଣଙ୍କର ମୃତ୍ୟୁ ଘଟିଛି। ସେହିଭଳି କଟକ ଜିଲାରୁ ୫, ଗଞ୍ଜାମରୁ ଜଣେ, ନୟାଗଡରୁ ୫, ପୁରୀ ୨ ଏବଂ ସୁନ୍ଦରଗଡରୁ ୨ ଜଣଙ୍କର ମୃତ୍ୟୁ ଘଟିଛି।

Comments are closed.