ଅପରାହ୍ନ ୪ଟା ସୁଦ୍ଧା ପାଞ୍ଚଟି ରାଜ୍ୟରେ ନିର୍ବାଚନ ଫଳାଫଳ

0

ଅପରାହ୍ନ ୪ ସୁଦ୍ଧା ପାଞ୍ଚଟି ରାଜ୍ୟରେ ନିର୍ବାଚନ ଫଳାଫଳରେ କଂଗ୍ରେସ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ ଆଗୁଆ ଥିବା ବେଳେ ତେଲେଙ୍ଗାନାରେ ଟିଆର୍‌ଏସ୍‌ ଓ ମିଜୋରାମରେ ଏମ୍‌ଏନଏଫ୍‌ ବିପୁଳ ବିଜୟ ହାସଲ କରିଛନ୍ତି ।

 

ରାଜ୍ୟ                            ବିଜେପି                     କଂଗ୍ରେସ                     ଅନ୍ୟ

   ମଧ୍ୟପ୍ରଦେଶ ୧୦୮(ଆଗୁଆ) ୧୧୨(ଆଗୁଆ) ୧୦(ଆଗୁଆ)
   ରାଜସ୍ଥାନ ୬୯(ଆଗୁଆ) ୧୦୩ଆଗୁଆ) ୨୭(ଆଗୁଆ)
ଛତିଶଗଡ଼ ୧୩(ଆଗୁଆ) ୬୭(ଆଗୁଆ) ୧୦(ଆଗୁଆ)
ତେଲେଙ୍ଗାନା (ଆଗୁଆ) ୨୨(ଆଗୁଆ) ୧୧(ଅନ୍ୟ ଆଗୁଆ) ଟିଆର୍ଏସ୍

୮୫(ଆଗୁଆ)

ମିଜୋରାମ (ଆଗୁଆ) (ଆଗୁଆ) (ଅନ୍ୟ ଆଗୁଆ) ଏମ୍ଏନ୍ଏଫ୍

୨୬ (ଆଗୁଆ)

 

Leave A Reply