ଦିନ ୪ଟା ମୁଖ୍ୟ ଖବର

-ବଡ଼ଦାଣ୍ଡରେ ଗଡି ଚାଲିଛି ତିନି ଠାକୁରଙ୍କ ତିନି ରଥ

-ଧର୍ମଶାଳାରେ ବାଦଲ ଫଟା ବର୍ଷା; ବ୍ୟାପକ କ୍ଷୟକ୍ଷତି

-ପୃଥିବୀ ଆଡକୁ ମାଡିଆସୁଛି ସୌର ଝଡ; ଟେଲିଫୋନ ଓ ଜିପିଏସ ସଙ୍କେତ ପ୍ରେରଣ ବ୍ୟାହତ ହେବ

-ଉତ୍ତରପ୍ରଦେଶ,ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବଜ୍ରଘାତରେ ୭୦ ମୃତ

-ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ସୁପରସୋନିକ କରୁଜ ମିସାଇଲ ବ୍ରହ୍ମୋସ ଉତକ୍ଷେପଣ

-ରଥାରୁଢ ଚତୁର୍ଦ୍ଧାମୂର୍ତ୍ତି : ଗଜପତି ମହାରାଜାଙ୍କ ଦ୍ୱାରା ହେଉଛି ଛେରା ପହଁରା ନିତୀ

-ବଡଦାଣ୍ଡରେ ଚତୁର୍ଦ୍ଧା ମୂର୍ତ୍ତି; ବିନା ଭକ୍ତରେ ଆଜି ଘୋଷଯାତ୍ରା

-ସ୍ପୁଟନିକ ଭି ଅଧିକ ପ୍ରଭାବୀ; ବୟସ୍କଙ୍କୁ ଡାକ୍ତରଖାନାରେ ଭର୍ତ୍ତି ଆବଶ୍ୟକ ପଡୁନାହିଁ

-ଦେଶରେ ଗୋଟିଏ ଦିନରେ ୩୭,୧୫୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

-୩୯,୬୪୯ ଜଣ କରୋନା ସଂକ୍ରମିତ ସୁସ୍ଥ ; ସଂକ୍ରମଣ ହାର ୨.୫୯%

-ମୋଟ ୪୩.୨୩ କୋଟି ନମୁନା ପରୀକ୍ଷା

-କାନ୍ଦାହାର ବାଣିଜ୍ୟ ଦୂତାବାସରୁ ୫୦ କର୍ମଚାରୀଙ୍କୁ ଫେରାଇ ଆଣିଲା ଭାରତ

-ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୯୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ;ସଂଗରୋଧରୁ ୧୧୫୪ ଏବଂ ସ୍ଥାନୀୟ ସଂକ୍ରମିତ ୮୩୯

-ରାଜ୍ୟରେ ଆଉ ୨୮୨୪ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ ; ରାଜ୍ୟରେ ସଂପ୍ରତି ୨୪୫୬୭ ଜଣ ସଂକ୍ରମିତ ରହିଛନ୍ତି

Comments are closed.