କୁଶଭଦ୍ରାରେ ବୁଡି ୩ଯୁବକ ନିଖୋଜ

କୋଣାର୍କ: ମଙ୍ଗଳବାର କୁଶଭଦ୍ରା ନଦୀରେ ଅଘଟଣ ଘଟିଛି। ମଧ୍ୟାହ୍ନରେ କୁଶଭଦ୍ରା ନଦୀର ନିମାପଡ଼ା ଧୀରପୁର ଘାଟକୁ ଗାଧୋଇବାକୁ ଯାଇଥିବା ୩ଜଣ ଯୁବକ ବୁଡ଼ି ଯାଇଥିବା ଜଣାପଡିଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନେ ପ୍ରଥମେ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କ ସନ୍ଧାନ ପାଇନଥିଲେ। ପରେ ଅଗ୍ନିଶମ କର୍ମଚାରୀ ସେମାନଙ୍କୁ ଠାବ କରିବାକୁ ତଲାସି ଅଭିଯାନ ଜାରି ରଖିଛନ୍ତି।

Comments are closed.