ବିଜେପି ନିଯୁକ୍ତ କଲା ଜିଲା ପ୍ରଭାରୀ; ଦେଖନ୍ତୁ କେଉଁ ଜିଲା ପାଇଁ କିଏ?

ଭୁବନେଶ୍ବର: ବିଜେଡ଼ି ସାଙ୍ଗଠନିକ ପ୍ରକ୍ରିୟା ପୁନର୍ଗଠନ ଅବ୍ୟାହତ ଥିବାବେଳେ ବିଜେପି ମଧ୍ୟ ପଛରେ ପଡ଼ିନାହିଁ । ରାଜ୍ୟ ସଭାପତି ସମୀର ମହାନ୍ତି ୩୬ ସାଙ୍ଗଠନିକ ଜିଲା ନିମନ୍ତେ ପ୍ରଭାରୀ ନିଯୁକ୍ତ କରିଛନ୍ତି ।

ରାଜ୍ୟ ସାଧାରଣ ସମ୍ପାଦକ ଗୋଲୋକ ବିହାରୀ ମହାପାତ୍ର ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଦେଖନ୍ତୁ କେଉଁ ଜିଲା ପାଇଁ କିଏ ଜିଲା ପ୍ରଭାରୀ ନିଯୁକ୍ତି ପାଇଛନ୍ତି ।

 

Comments are closed.