ବାପା ମରିଗଲା ପରେ ମାଆ ଘର ଛାଡିଲା, ଏବେ ଅସହାୟ ଅବସ୍ଥାରେ ତିନି ଭଉଣୀ

ପାଟଣା: ବାପା ମରିଗଲା ପରେ ମାଆ ପର ପୁରୁଷର ହାତଧରି ଚାଲିଗଲା। ଏବେ ଅସହାୟ ଅବସ୍ଥାରେ ଜୀବନ ବିତାଉଛନ୍ତି ତିନି ଭଉଣୀ। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରାଜନଗର ଗ୍ରାମରେ । ରାଜନଗର ଗ୍ରାମର ପଦ୍ମଲୋଚନ ନାଏକଙ୍କର ଗତ ୨୦୧୨ ମସିହାରେ ଅକାଳ ମୃତ୍ୟୁ ଘଟିଥିବା ବେଳେ ସ୍ବାମୀଙ୍କ ମୃତ୍ୟୁ ପରେ କଷ୍ଟେମଷ୍ଟେ ଦୁଇ ବର୍ଷ କାଳ ତିନି ନାବାଳିକା ଝିଅଙ୍କୁ ନେଇ ତାଙ୍କ ପତ୍ନୀ ଜୟନ୍ତୀ ନାଏକ ଘର ଚଳାଇ … Continue reading ବାପା ମରିଗଲା ପରେ ମାଆ ଘର ଛାଡିଲା, ଏବେ ଅସହାୟ ଅବସ୍ଥାରେ ତିନି ଭଉଣୀ