ଆଜିଠାରୁ +୩ ପ୍ରଥମ ବର୍ଷ ପାଠପଢା

ଭୁବନେଶ୍ୱର : ୨୦୨୧-୨୨ ଶିକ୍ଷାବର୍ଷରେ ନାମଲେଖାଇଥିବା ପ୍ରଥମ ବର୍ଷ ସ୍ନାତକ(ୟୁଜି) ଛାତ୍ରଛାତ୍ରୀଙ୍କ ପାଠପଢ଼ା ସୋମବାର ଠାରୁ  ଆରମ୍ଭ ହେଉଛି । କୋଭିଡ୍‌-୧୯ କଟକଣାରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପାଠ ପଢ଼ାଯିବ। ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀ ଆଜିଠାରୁ ଶ୍ରେଣୀଗୃହ ରେ ପାଠପଢିବେ। ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଛାତ୍ରାବାସ ଖୋଲିବ।

Comments are closed.