ମହୁ ମାଛି ଆକ୍ରମଣରେ ୩ ଆହତ

0

ନବରଙ୍ଗପୁର : ସ୍ଥାନୀୟ ମିରଗାନି ଗୁଡାର ଆଶୀର୍ବାଦ କଲୋନୀରେ ଥିବା ଉଦ୍ୟାନ ବିଭାଗ ଅଧିକାରୀ ସେନାପତି ବାବୁଙ୍କ ଘରେ ମହୁମାଛି ଆକ୍ରମଣରେ ତିନି ଜଣ ବ୍ୟକ୍ତି  ଆହତ ହୋଇଛନ୍ତି। ସେମାନେ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ଅଛନ୍ତି। ଆହତମାନେ ହେଲେ ନବରଙ୍ଗପୁର ଜିଲ୍ଲା ଶିଳ୍ପ କେନ୍ଦ୍ରର ଆଇପିଓ ଗୌରବ ସୋରେନ୍, ସଂଙ୍ଖାରୀସାହିର ଶ୍ରୀମତୀ ରମା ପାତ୍ର ଓ ଅମ୍ବିକା ରାଣୀ ପାତ୍ର ବୋଲି ଜଣାପଡ଼ିଛି।

Me too. cialis online That was a bad February.

Leave A Reply