ମାଟି ଅତଡା ଖସି ୨ ମହିଳାଙ୍କ ସମେତ ୩ଜଣଙ୍କର ମୃତ୍ୟୁ

କୋରାପୁଟ .- ମାଟି ଅତଡା ଖସି କୋରାପୁଟ ଜିଲ୍ଲା ପଟାଙ୍ଗୀ ଚନ୍ଦକା ଗ୍ରାମରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକମାନଙ୍କ ମଧ୍ୟରେ ୨ ଜଣମହିଳା ଅଛନ୍ତି । ଘର ରଙ୍ଗ କରିବା ପାଇଁ ଏମାନେ ଚୂନ ମାଟି ଆଣିବାକୁ ଯାଇଥିବା ବେଳେ ମାଟି ଅତଡା ଖସି ପଡିଥିଲା । ଅତଡା ତଳେ ଚାପି ହୋଇ ଏମାନଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

 

Comments are closed.