ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟ : ୨ୟ ଇନିଂସରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ

ଖ୍ରୀଷ୍ଟଚର୍ଚ୍ଚ : ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟ ଏକ ରୋମାଞ୍ଚକର ସ୍ଥିତି ଆଡକୁ ଅଗ୍ରସର ହେଉଛି। ପ୍ରଥମ ଇନିଂସରେ ଭାରତ ୨୪୨ ରନରେ ଅଲ ଆଉଟ୍ ହେବାପରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୨୩୫ ରନରେ ଅଲ ଆଉଟ୍ ହୋଇଯାଇଛି। ଅନ୍ୟପକ୍ଷରେ ଭାରତ ୨ୟ ଇନିଂସରେ  ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ୩୦ ଓଭର ସୁଦ୍ଧା ଭାରତ ୩ ୱିକେଟ ହରାଇ ୭୧ ରନ ସଂଗ୍ରହ କରିଛି। ପୂଜାରା ସର୍ବାଧିକ ୨୪ ରନ କରିଛନ୍ତି।

Comments are closed.