ଯୁବକ-ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାରାଦୀପ : ଜଙ୍ଗଲିଆ ସ୍ଥାନରୁ ଯୁବକ-ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଦୁଇ ଦିନ ହେବ ନିଖୋଜ ଥିବାବେଳେ ଗତକାଲି ରାତିରେ ଉଭୟଙ୍କ ମୃତଦେହ ମିଳିଛି। ମୃତ ଯୁବକ-ଯୁବତୀ କୁଜଙ୍ଗ ଥାନା ଦୁଆଡିଆ ଗ୍ରାମର ହୋଇଥିବା ଜଣାପଡିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ କୁଜଙ୍ଗ ପୁଲିସ ତଦନ୍ତ ଜାରି ରଖିଛି।

Comments are closed.