ଯୁବକ-ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲା ତୁରେଇକେଲା ଥାନା ଅନ୍ତର୍ଗତ ଝିରନିପଦର ଗ୍ରାମ ନିକଟ ଛତ୍ରଙ୍ଗ ଜଙ୍ଗଲରୁ ଗୁରୁବାର ଯୁବକ-ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଉଭୟ ଯୁବକ-ଯୁବତୀ ଗତ ମଙ୍ଗଳବାର ଠାରୁ ଘରୁ ଫେରାର ଥିବାବେଳେ ଗୁରୁବାର ତାଙ୍କର ଝୁଲନ୍ତା ମୃତଦେହ ମିଳିଥିବା ସୂଚନା ମିଳିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

Comments are closed.