ପୋଖରୀରେ ବୁଡ଼ି ୨ଶିଶୁ ମୃତ

ବଡମ୍ବା : କଟକ ଜିଲା ବଡମ୍ବା ଥାନା ଅନ୍ତର୍ଗତ ମାଳତୀ ଗ୍ରାମରେ ଥିବା ବଡ଼ ପୋଖରୀରେ ବୁଡ଼ି ୨ଶିଶୁଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଦୁଇ ଜଣ ଦ୍ୱିତୀୟ ଶ୍ରେଣୀରେ ପାଠ ପଢୁଥିଲାବଳେ ଜଣେ ବାଳକ ଏବଂ ଜଣେ ବାଳିକା ହୋଇଥିବା ଜଣାପଡିଛି। ବିଦ୍ୟାଳୟ ଛୁଟି ହେବାପରେ ଗାଧୋଇବାକୁ ଯାଇ ଉଭୟ ବୁଡି ଯାଇଥିଲେ।

Comments are closed.