କାଠ ସହିତ ଭ୍ୟାନ ଜବତ ; ୨ଗିରଫ, ୨ଫେରାର

0

ରେଢାଖୋଲ : ବନକର୍ମଚାରୀମାନେ ଚଢାଉ କରି ଏକ କାଠ ବୋଝେଇ ପିକଅପ ଭ୍ୟାନ ଜବତ କରିଛନ୍ତି। ଏଥିରେ ସଂପୃକ୍ତ ଥିବା ୨ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୨ଜଣ ଫେରାର ହୋଇଯାଇଛନ୍ତି। ରେଢାଖୋଲ ବନକର୍ମଚାରୀ ମଙ୍ଗଳବାର ବିଳମ୍ବିତ ରାତିରେ ଏହି କାଠ ବୋଝେଇ ଭ୍ୟାନଟିକୁ ଜବତ କରିଥିଲେ। ଗିରଫ ଦୁଇଜଣ ହେଲେ ସମ୍ବଲପୁର ସିଂଦୂରପଙ୍କ ଅଞ୍ଚଳର ବାବୁଲି ରାଉତ (୨୫) ଓ ସଚିନ କୁମାର ସାହୁ (୨୪)।

Leave A Reply