ଅକ୍ସଫୋର୍ଡ ଶବ୍ଦକୋଷରେ ସାମିଲ ହେଲା ୨୬ ନୂଆ ଭାରତୀୟ ଶବ୍ଦ

ନୂଆଦିଲ୍ଲୀ : ଅକ୍ସଫୋର୍ଡ ଆଡଭାନ୍ସଡ ଲନର୍ସ ଡିକ୍ସିନାରୀରେ ୨୬ଟି ନୂଆ ଭାରତୀୟ ଶବ୍ଦକୁ ସାମିଲ କରାଯାଇଛି। ଶୁକ୍ରବାର ଅକ୍ସଫୋର୍ଡ ଶବ୍ଦକୋଷର ୧୦ ସଂସ୍କରଣ ପ୍ରକାଶ ପାଇଥିବାବେଳେ ଏଥିରେ ଭାରତୀୟ ଶବ୍ଦ ଆଧାର, ଡବା, ହରତାଲ, ସାଦି, ଆଣ୍ଟି, ବସଷ୍ଟାଣ୍ଡ, ଡିମଡ୍ ୟୁନିଭର୍ସିଟି, ଏଫଆଇଆର, ନନ୍‌ଭେଜ, ରିଡ୍ରେସାଲ, ଟେମ୍ପୋ, ଟ୍ୟୁବ୍ ଲାଇଟ୍‌, ଭେଜ ଭଳି ୨୬ ନୂଆ ଶବ୍ଦକୁ ସାମିଲ କରାଯାଇଛି।

Comments are closed.