ଭିସୁଟର ୨୫ ଛାତ୍ର କରୋନା ପଜିଟିଭ

ସମ୍ବଲପୁର : ସମ୍ବଲପୁର ସ୍ଥିତ ଭିସୁଟର ୨୫ ଜଣ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ଶନିବାର ଜଣାପଡିଛି। ସେମାନଙ୍କ ମଧ୍ୟରୁ ଗତକାଲି ୨୪ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଆଜି ଅନ୍ୟ ଜଣେ ଚିହ୍ନଟ ହୋଇଛି। କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲାପ୍ରଶାସନର ତତ୍ପରତା ଦେଖାଦେଇଛି। ହଷ୍ଟେଲ ଯାଇ ଜିଲ୍ଲାପାଳ ଓ ପିଡି ଡିଆରଡିଏ ସ୍ଥିତି ପରଖିଛନ୍ତି। ଚିହ୍ନଟ ଛାତ୍ରଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇସାରିଛି ବୋଲି ସୂଚନା ମିଳିଛି।

Comments are closed.