କୋଭିଡ୍‌ ନିୟମ ଉଲଙ୍ଘନ: ୨୪ଘଣ୍ଟାରେ ୮ମାମଲା, ବନ୍ଧା ହେଲେ ୨୪

ଭୁବନେଶ୍ବର : ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲଙ୍ଘନ କରିଥିବା ଅଭିଯୋଗରେ ମଇ ୨୦ରୁ ମଇ ୨୧ ତାରିଖ ସକାଳ ପର୍ୟ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୮ଟି ମାମଲା ଦାୟର କରାଯାଇଛି। ଏହି ସମସ୍ତ ମାମଲା ଲକ୍‌ ଡାଉନ୍‌ ସଂପର୍କିତ ରହିଛି। ବିଭିନ୍ନ ଅଭିଯୋଗରେ ୨୪ ଜଣଙ୍କୁ ଗିରଫ କରାଯାଇଛି।

Comments are closed.