ମେଡିସିନ୍‌ ପାଇଁ ତିନି ଜଣଙ୍କୁ ନୋବେଲ ପୁରଷ୍କାର

ନୂଆଦିଲ୍ଲୀ : ୨୦୨୦ରେ ମେଡିସିନ୍‌ ପାଇଁ ନୋବେଲ ପୁରଷ୍କାର ଘୋଷଣା କରାଯାଇଛି । ନୋବେଲ ପାଇଁ ଯୁଗ୍ମ ଭାବେ ଏକ କାଳୀନ ତିନି ଜଣଙ୍କୁ ଏହି ପୁରଷ୍କାର ଦିଆଯିବା ନେଇ ସ୍ଥିର ହୋଇଛି । ତେବେ ଏହି ତିନି ଜଣ ବ୍ୟକ୍ତି ହେଉଛନ୍ତି, ହାର୍ଭେ ଜେ ଅଲଟର, ମାଇକେଲ ହଟନ ଓ ଚାର୍ଲସ ଏମ୍ ରାଇସ୍। ନୋବେଲ ପୁରଷ୍କାର କମିଟି ପକ୍ଷରୁ ଏହି ନାଁ ଘୋଷଣା କରାଯାଇଛି।

Comments are closed.