ସହିଦ ୨୦ ଯବାନଙ୍କ ତାଲିକା ଜାରି, ଓଡ଼ିଶାରୁ ରହିଛନ୍ତି ୨ ବୀର

ନୂଆଦିଲ୍ଲୀ: ଭାରତ-ଚୀନ ସୀମାର ଏଲଏସିରେ ଶହୀଦ ହୋଇଥିବା ୨୦ ଭାରତୀୟ ଯବାନଙ୍କ ନାମ ଜାରି କରିଛନ୍ତି ସରକାର। ସେମାନଙ୍କ ମଧ୍ୟରେ ସେନାର ଜଣେ ଅଧିକାରୀ ଥିବାବେଳେ ଅନ୍ୟ ୧୯ ଜଣ ଯବାନ ରହିଛନ୍ତି। ସହିଦଙ୍କ ମଧ୍ୟରେ ୨ ଜଣ ଓଡ଼ିଆ ବୀର ମଧ୍ୟ ଅଛନ୍ତି। ସହିଦମାନଙ୍କ ନାମ ନିମ୍ନରେ ଦିଆଗଲା;-

୧- କଲୋନେଲ ବି. ସନ୍ତୋଷ ବାବୁ

୨- ନୁଦୁରାମ ସୋରେନ(ଓଡ଼ିଶା)

୩- ମନଦୀପ ସିଂହ

୪- ସତନାମ ସିଂହ

୫- କେ. ପଲାନୀ

୬- ସୁନୀଲ କୁମା

୭- ବିପୁଲ ରଏ

୮- ଦୀପକ କୁମାର

୯- ରାଜେଶ ଓରାଙ୍ଗ

୧୦- କୁନ୍ଦନ କୁମାର ଓଝା

୧୧- ଗଣେଶ ରାମ

୧୨- ଚନ୍ଦ୍ରକାନ୍ତ ପ୍ରଧାନ(ଓଡ଼ିଶା)

୧୩- ଅଙ୍କୁଶ

୧୪- ଗୁରବିନ୍ଦର

୧୫- ଗୁରତେଜ ସିଂହ

୧୬- ଚନ୍ଦନ କୁମାର

୧୭- କୁନ୍ଦନ କୁମାର

୧୮- ଅମନ କୁମାର

୧୯- ଜୟକିଶୋର ସିଂହ

୨୦- ଗଣେଶ ହାଁସଦା

Comments are closed.