ହାତୁଡ଼ି ମାଡ଼ରେ ୨୦ ଶିଶୁ ଆହତ

0

ବେଜିଂ : ବେଜିଂର ସିଚେଙ୍ଗ୍‌ସ୍ଥିତ ଏକ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ଜଣେ ବ୍ୟକ୍ତି ହାତୁଡ଼ିରେ ଶିଶୁଙ୍କୁ ଆକ୍ରମଣ କରିଛି । ଏଥିରେ ୨୦ଶିଶୁ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଘଟଣାରେ ସମ୍ପୃକ୍ତ ଆକ୍ରମଣକାରୀକୁ ଗିରଫ କରାଯାଇଛି। ଏହି ଆକ୍ରମଣର ବାସ୍ତବ କାରଣ ସ୍ପଷ୍ଟ ହୋଇ ନାହିଁ। ୨୦୧୭ ଜାନୁୟାରୀରେ ଦକ୍ଷିଣ ଚୀନ୍‌​‌ରେ ଜଣେ ବ୍ୟକ୍ତି ଏଭଳି ଭାବରେ ୧୨ଜର ଶିଶୁଙ୍କୁ ଏକ ପରିବାକଟା ଛୁରିରେ ଆକ୍ରମଣ କରିଥିଲା।

Leave A Reply