ବଜ୍ରାପାତରେ ୨ମହିଳା ମୃତ

ଧର୍ମଗଡ଼ : କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ବେହେରା ଗ୍ରାମରେ ବଜ୍ରାପାତରେ ୨ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ମହିଳା ଦୁଇ ଜଣ ଗାଁ ମୁଣ୍ଡ ପୋଖରୀ ହୁଡାକୁ ଶାଗ ତୋଳିବା ପାଇଁ ଯାଇଥିଲା। ଶାଗ ତୋଳୁଥିବା ସମୟରେ ବଜ୍ରାଘାତରେ ୨ଜଣଙ୍କର ମୃତ୍ୟୁ ଘଟିଥିଲା।

Comments are closed.