ସମୁଦ୍ରରେ ଭାସି ଯିବାବେଳେ ୨ ବଙ୍ଗୀୟ ପର୍ଯ୍ୟଟକ ଉଦ୍ଧାର

ପୁରୀ: ପୁରୀ ସମୁଦ୍ରରେ ଭାସି ଯିବାବେଳେ ଗୁରୁବାର ଦୁଇ ବଙ୍ଗୀୟ ପର୍ଯ୍ୟଟକ ଉଦ୍ଧାର ହୋଇଛନ୍ତି। ଉଦ୍ଧାର ପରେ ସେମାନଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ପର୍ଯ୍ୟଟକମାନେ ପଶ୍ଚିମବଙ୍ଗର ରେଣୁ ବିଶ୍ୱାସ(୪୫) ଏବଂ ମାଧୁରୀ ପୂରୀ (୫୫) ବୋଲି ଜଣାପଡିଛି। ସମୁଦ୍ରରେ ଗାଧୋଉଥିବା ବେଳେ ସେମାନେ ଭାସି ଯାଇଥିଲେ।