ଦୁଇ ଚୋର ଗିରଫ

0

ବଡବିଲ: ବଡବିଲ ପୁଲିସ ଦୁଇ ଚୋରଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କ ନାମ ମନୋଜ ରାଜପୁତ ଓ ସନ୍ଦିପ କଣ୍ଡୁଳାନା। ସେମାନଙ୍କ ନାମରେ ଚୋରି ମାମଲା ରହିଛି। ସେମାନଙ୍କ ଠାରୁ ୧୦ଟି ମୋବାଇଲ, ୩ଟି ଟ୍ରକ ଟାୟାର, ୪ଟି ସିମ କାର୍ଡ, ୨ଟି କ୍ୟାମେରା, ଗୋଟିଏ ଭୁଜାଲି, ୩ଟି ଏଲସିଡି ଟିଭି ଓ ଗୋଟିଏ ଏଟିଏମ୍‍ କାର୍ଡ ଜବତ କରାଯାଇଛି।

Leave A Reply