ଆଜି ମଧ୍ୟାହ୍ନରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। ବୁଧବାର ସିଏଚ୍‌ଏସ୍‌ଇ କାର୍ଯ୍ୟାଳୟରେ ୧୨.୩୦ରେ ପ୍ରକାଶ କରାଯିବ। ଏହାପରେ ୱେବସାଇଟ୍ www.orissaresults.nic.inରେ ଉପଲବ୍ଧ ହେବ। ସିଏଚ୍‌ଏସ୍‌ଇ ଫୋନ୍‌ ନମ୍ବର ୦୬୭୪-୨୩୦୦୯୧୪, ୦୬୭୪-୨୩୦୦୯୦୭।

Comments are closed.