ଜୁନ୍ ୩ରେ ପ୍ରକାଶ ପାଇବ + ୨ ବିଜ୍ଞାନ ପରୀକ୍ଷା ଫଳ

ଭୁବନେଶ୍ୱର : ଜୁନ୍ ୩ ତାରିଖରେ + ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇବ । ଦିନ ୧୨ଟାରେ ଗୀତଗୋବିନ୍ଦ ଭବନରେ ଫଳାଫଳ ପ୍ରକାଶ ପାଇବା ପରେ ୱେବସାଇଟରେ ଉପଲବ୍ଧ ହେବ । www.chseodisha.nic.in ଏବଂ http://orissaresults.nic.in  ୱେବସାଇଟ ଜରିଆରେ ପରୀକ୍ଷାର୍ଥୀ ନିଜର ଫଳାଫଳ ଦେଖିପାରିବେ । ଏନେଇ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି ।

Comments are closed.