ସୁନ୍ଦରଗଡ଼ର ୨ ବିଜେଡ଼ି ନେତା ଦଳରୁ ବହିଷ୍କୃତ

ଭୁବନେଶ୍ବର: ଦଳରୁ ବହିଷ୍କୃତ ହୋଇଛନ୍ତି ସୁନ୍ଦରଗଡ଼ର ଦୁଇ ବିଜେଡ଼ି ନେତା। ଶୁକ୍ରବାର ଦଳ ବିରୋଧୀ କାର୍ଯ୍ୟ ପାଇଁ ଅମରେଶ ପଣ୍ଡା ଓ ବିନୟ ପଣ୍ଡାଙ୍କୁ ବହିଷ୍କାର କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ଏନେଇ ବିଜେଡିର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି।

Comments are closed.