MEllora 950×100

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆଜି ପଦ୍ମପୁର ଗସ୍ତ .. ଆଜି ପାଇକମାଳ, ଝାରବନ୍ଧ ଏବଂ ପଦ୍ମପୁରଠାରେ ଆୟୋଜିତ ନିର୍ବାଚନୀ ସଭାରେ ଦେବେ ଯୋଗ

ପ୍ରଖ୍ୟାତ ଅଭିନେତ୍ରୀ ତଥା ନିର୍ଦେଶିକା ଝରଣା ଦାସଙ୍କର ୮୨ ବର୍ଷ ବୟସରେ ପରଲୋକ

ଇଡିରେ ହାଜର ହେଲେ ଫିଲ୍ମ ପ୍ରଯୋଜକ , ଜମି ବ୍ୟବସାୟୀ.. ପୁଣି ଇଡିରେ ହାଜର ହେଲେ ପ୍ରମୋଦ ସ୍ୱାଇଁ ..ଅର୍ଚ୍ଚନା ନାଗ ମାମଲାରେ ୨ୟ ଥର ହେଲେ ହାଜର.. ପ୍ରଥମ ଥର କରାଯାଇଥିଲା ୧୨ ଘଣ୍ଟା ଜେରା..

ଜମି ବ୍ୟବସାୟୀ ପ୍ରଭାତ ରଞ୍ଜନ ପତି ଇଡିରେ ହେଲେ ହାଜର.. ପ୍ରଭାତଙ୍କ ଠାରୁ ଅର୍ଚ୍ଚନା – ଖଗେଶ୍ୱର ଜମି କିଣିଥିବା ସୂଚନା..

ବରଗଡ : ଗାଁ ରାସ୍ତାକଡରୁ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର.. ଭଟଲି ବ୍ଲକ ଭଟି ଗାଁ ରାସ୍ତାକଡରୁ ଉଦ୍ଧାର.. ସକାଳେ ଘରୁ ବାହାରି ଯାଇଥିଲେ ଯୁବତୀ.. ହତ୍ୟା ଅଭିଯୋଗ ଆଣିଲେ ପରିବାର.. ପୁଲିସ ତଦନ୍ତ ଆରମ୍ଭ..

ବରଗଡ : ରାସ୍ତାରେ ଧାନବସ୍ତା ରଖି ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କଲେ ଚାଷୀ.. ଗୋଡଭଗା ନିକଟରେ ଏନ୍‌‌ଏଚ୍‌‌ ଅବରୋଧ.. ଗାଡି ଚଳାଚଳ ବନ୍ଦ

Comments are closed.