ଆଜି +୨ ବାଣିଜ୍ୟ ଫଳ

ସମୟ: ପୂର୍ବାହ୍ଣ ୧୧.୩୦

ୱେବ୍‌ସାଇଟ୍‌ : www.orissaresults.nic.in

ଫୋନ୍‌: ୦୬୭୪-୨୩୦୦୯୧୪ ଓ ୦୬୭୪-୨୩୦୦୯୦୭

ଭୁବନେଶ୍ୱର  : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‍ଏସ୍‍ଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। ସିଏଚ୍‍ଏସ୍‍ଇ କାର୍ଯ୍ୟାଳୟରେ ପୂର୍ବାହ୍ନ ୧୧ଟା ୩୦ ମିନିଟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୁକ୍ତ ଦୁଇ ବାଣିଜ୍ୟ ଫଳ ଘୋଷଣା କରିବେ। ଏହାପରେ www.orissaresults.nic.inରେ ପରୀକ୍ଷାଫଳ ଉପଲବ୍ଧ ହେବ।

Comments are closed.