ଟ୍ରେନରୁ ୭ ଲକ୍ଷ ଟଙ୍କାର ଅଳଙ୍କାର ଚୋରୀ : ୨ ଗିରଫ

ଟିଟିଲାଗଡ଼ : ପୁରୀ ସୁରତ ଏକ୍ସପ୍ରେସ ଟ୍ରେନର ଏସି ବଗିରୁ ମହିଳାଙ୍କ ୭ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଭର୍ତ୍ତି ବ୍ୟାଗ ଚୋରି ଅଭିଯୋଗରେ ଗୁରୁବାର ଜଣେ କ୍ରେତା ଏବଂ ଜଣେ ଚୋରକୁ ଗିରଫ କରାଯାଇଛି। ଟିଟିଲାଗଡ଼ ଜିଆରପି ଏବଂ ଆରପିଏଫର ମିଳିତ ଉଦ୍ୟମରେ ଗିରଫ କାର୍ଯ୍ୟ ସଫଳ ହୋଇଛି।

Comments are closed.