ବାଘ ଛାଲ ରାକେଟର ପର୍ଦ୍ଦାଫାଶ, ୨ ଗିରଫ

ଭୁବନେଶ୍ୱର : ସୋମବାର ଏକ ବାଘ ଛାଲ ରାକେଟର କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ପର୍ଦ୍ଦାଫାଶ କରିଥିବା ଜଣାପଡ଼ିଛି। ନାୟାଗଡ଼ ଜିଲା ଦଶପଲ୍ଲା ଅଞ୍ଚରୁ ସମ୍ପୃକ୍ତ ଘଟଣାରେ ୨ ଜଣ ବାଘ ଛାଲ ବେପାରୀଙ୍କୁ ଗିରଫ କରିଛି।ଏହାସହ ସେମାନଙ୍କ ନିକଟରୁ ୨ଟି କଲରାପତରିଆ ବାଘର ଛାଲ ଓ ୨ଟି ହରିଣ ଛାଲ ମଧ୍ୟ ଜବତ ହୋଇଥିବା ନେଇ ସୂଚନା ମିଳିଛି।

Comments are closed.