ଜଣେ ମାଓ ମିଲିସିଆ ଗିରଫ

ମାଲକାନଗିରି : ମାଲକାନଗିରି ଜିଲା ମାଥିଲି ପୁଲିସ ସୋମବାର ଜଣେ ମାଓ ମିଲିସିଆକୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ମାଓ ମିଲିସିଆର ନାମ ତ୍ରିନାଥ ଭୂମିଆ । ସେ ଦୀର୍ଘଦିନରୁ ତୁଳସୀପାହାଡ଼ ଅଞ୍ଚଳରେ ମାଓବାଦୀ କାର୍ୟ୍ୟ କଳାପରେ ସାମିଲ ଥିଲା । ସେ ମାଥିଲି ଟେମୁର ପାଲିରେ ପଞ୍ଚାୟତ ଗୃହ ଭାଙ୍ଗିବା ଓ ଅନ୍ୟାନ୍ୟ ବହୁ ଅପରାଧରେ ସାମିଲ ଥିଲା ।

Comments
Loading...