ପାଣିରେ ବୁଡ଼ି ଯୁବକ ମୃତ

ନବରଙ୍ଗପୁର : ନବରଙ୍ଗପୁର ସହରର ଗରାମୁଣ୍ଡା ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଯୁବକ ଜଣଙ୍କ  ନବରଙ୍ଗପୁର ମାଳି ସାହିର ଅର୍ଜୁନ ନାୟକ।

Comments are closed.