ବାଣ ତିଆରି କରିବା ଅଭିଯୋଗରେ ଜଣେ ଗିରଫ

ବେଗୁନିଆ : ବେଗୁନିଆରେ ଗତ ୧୫ ତାରିଖ ଦିନ ବାଣ ବିସ୍ଫୋରଣ ହୋଇ ୮ ଜଣ ବ୍ୟକ୍ତିଙ୍କର ଘର ଭାଙ୍ଗିଯିବା ପରେ ବାଘମାରି ପୁଲିସର ଚେତା ପଶିଛି। ବାଘମାରି ଥାନା ପଙ୍ଗରସିଂହ ପଂଚାୟତ ଅନ୍ତର୍ଗତ ଲେଖନପୁର ଗ୍ରାମରେ ଲକ୍ଷ୍ମୀଧର ସାମଲଙ୍କ ଘରେ ଚଢ଼ାଉ କରି ୫ କେଜି ବାରୂଦ, ବିସ୍ଫୋରକ ସାମଗ୍ରୀ ଏବଂ ବିଭିନ୍ନ କିସମର ବାଣ ଜବତ କରି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। 

Comments are closed.