ଯାଜପୁର: ଜନ୍ମ କଲା ପୁଅ ମାଡ଼ରେ ମାଆ ଗୁରୁତରଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ମାନପୁର୍ ଗ୍ରାମରେଯାହାକି ଯାଜପୁରରେ ଚର୍ଚ୍ଚାର ବିଷୟ ପାଲଟିଛି
ସୂଚନା ଅନୁଯାୟୀ, ପାରିବାରିକ କଳହକୁ କେନ୍ଦ୍ରକରି ୭୮ବର୍ଷୀୟ ନିଜର ଜନ୍ମ କଲା ମାଆକୁ ପୁଅ, ବୋହୁ  ନାତି ନାତୁଣୀ ମାରି ଲହୁଲୁହାଣ କରି ବାହାରେ ଫିଙ୍ଗି ଦେଇଛନ୍ତିଏବେ ବୃଦ୍ଧା ମହିଳା ଜଣଙ୍କ କେନ୍ଦୁଝର ଜିଲା ଆନନ୍ଦପୁର୍ ମେଡିକାଲରେ ଚିକିତ୍ସାଧିନ ଥିବା ଜଣାପଡ଼ଛିଟମକା ପୁଲିସ ଖବର ପାଇ ଘଟଣାର ଅଭିଯୁକ୍ତ ପୁଅକୁ ଥାନାରେ ଅଟକ ରଖିଛି

Comments are closed.