ବୁଡୁଥିବା ଜାହାଜରୁ ୧୪୬ ଜଣଙ୍କ ଜୀବନ ବଞ୍ଚାଇଲେ ନୌସେନା

ମୁମ୍ବଇ : ଭାରତୀୟ ନୌସେନା ଆରବସାଗରରୁ ସୃଷ୍ଟି ହୋଇଥିବା ତଉକତେ ବାତ୍ୟା କାରଣରୁ ସମୁଦ୍ରରେ ଅନିୟନ୍ତ୍ରିତ ହୋଇ ବୁଡିବାକୁ ଯାଉଥିବା ଜାହଜରୁ ପ୍ରାୟ ୧୪୬ ଜଣଙ୍କୁ ଉଦ୍ଧାର କରିଛନ୍ତି। ଏଯାଏଁ ମଧ୍ୟ ଉଦ୍ଧାର କାର୍ଯ୍ୟକାରୀ ଜାରି ରହିଛି। ଅଧିକାରୀଙ୍କ କହିବା ଅନୁଯାୟୀ, ଉଦ୍ଧାର କାର୍ଯ୍ୟ ପାଇଁ ମଙ୍ଗଳବାର ସକାଳ ସମୟରେ ଏକ ସ୍ୱତନ୍ତ୍ର ବିମାନ ଦ୍ୱାରା ଉଦ୍ଧାର କାର୍ଯ୍ୟ କରାଯାଇଛି।

Comments are closed.