୧୩୬ ରନ୍‌ରେ ଭାରତର ପ୍ରଥମ ଓ୍ୱିକେଟ୍‌ର ପତନ, ୭୮ ବଲ୍‌ରେ ୫୭ ରନ୍‌ କରି କେଏଲ୍‌ ରାହୁଲ୍‌ ଆଉଟ୍‌

ମାଞ୍ଚେଷ୍ଟର .- ଇଂଲଣ୍ଡରେ ଚାଲିଥିବା ବିଶ୍ୱକପ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେଉଛି । ୧୩୬ ରନ୍‌ରେ ଭାରତର ପ୍ରଥମ ଓ୍ୱିକେଟ୍‌ର ପତନ, ୭୮ ବଲ୍‌ରେ ୫୭ ରନ୍‌ କରି କେଏଲ୍‌ ରାହୁଲ୍‌ ଆଉଟ୍‌ ହୋଇଛନ୍ତି ।  ଏହି ମ୍ୟାଚରେ ଟସ୍‌ ଜିତି ପାକିସ୍ତାନ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି । ଏହି ମ୍ୟାଚରେ ଭାରତ ସମସ୍ତଙ୍କର ଫେଭରାଇଟ୍‌ ରହିଛି । ହେଲେ ବର୍ଷା ମ୍ୟାଚରେ ବାଧକ ସାଜି ପାରେ ବୋଲି ଅନୁମାନ କରାଯାଉଛଠି ।
ଏହି ପିଚ୍‌ ବୋଲରଙ୍କୁ ସୁହାଇବ ବୋଲି ଆକଳନ କରାଯାଉଛି । କେଏଲ୍‌ ରାହୁ,ଲ ହ୍ୱାଇଦ୍‌ ରିୟାଜଙ୍କ ବଲ୍‌ରେ ବାବ,ର ଆଜମଙ୍କୁ କ୍ୟାଚ ଦେଇଥିଲେ ।୭୮ ବଲ୍‌ରେ ୫୭ ରନ୍‌ କରି କେଏଲ୍‌ ରାହୁଲ୍‌ ଆଉଟ୍‌ ହୋଇଛନ୍ତି  ସେ ୩ଟି ଚୌକା ଓ ୨ଟି ଛକା ମାରିଛନ୍ତି ।

Comments are closed.