ଯୀଶୁଙ୍କ ୧୨ଜଣ ପ୍ରମୁଖ ଶିଷ୍ୟ

0

ପ୍ରଭୁ ଯୀଶୁ ଦୀକ୍ଷା ଗ୍ରହଣ କରିବା ପରେ ବହୁତ ଚିନ୍ତନ ଓ ମନନ କରିଥିଲେ। ଶେଷରେ ସେ ନିଷ୍ପତ୍ତି ନେଲେ ଯେ, ପ୍ରଭୁଙ୍କ ଇଛା ଅନୁସାରେ ଆମକୁ ପ୍ରଭୁଙ୍କ ସେବା କରିବା ଉଚିତ୍‍। ଏହାପରେ ଯୀଶୁ ବହୁ ସ୍ଥାନରେ ପ୍ରବଚନ ଦେବା ସହ ଈଶ୍ୱରଙ୍କ ଗୁଣଗାନ କରିବା ଆରମ୍ଭ କଲେ। ନିଜର ତ୍ୟାଗ, ସେବା ଓ ସମର୍ପଣ ଭାବ ଦ୍ୱାରା ପ୍ରଭୁ ଯୀଶୁଙ୍କ ମହିମା ସର୍ବତ୍ର ବ୍ୟାପିବାକୁ ଲାଗିଲା ଓ ୧୨ଜଣ ବ୍ୟକ୍ତି ଯୀଶୁଙ୍କ ଶିଷ୍ୟ ସାଜିଥିଲେ। ଯୀଶୁଙ୍କ ସେହି ୧୨ଜଣ ଶିଷ୍ୟ ହେଉଛନ୍ତି –
୧. ପିଟର
୨. ଏଣ୍ଡ୍ର୍ୟୁ
୩. ଜେମ୍ସ(ଜବେଦୀଙ୍କ ପୁତ୍ର)
୪. ଜନ୍‍
୫. ଫିଲିପ
୬. ବର୍ଥୋଲୋମିୟୁ
୭. ମାଥ୍ୟୁ
୮. ଥୋମାସ
୯. ଜେମ୍ସ(ଅଲ୍ଫାଇୟୁଜଙ୍କ ପୁତ୍ର)
୧୦. ସନ୍ଥ ଜୁଦାସ
୧୧. ସାଇମନ ଦ ଜିଲୋଟ
୧୨. ଥାଡିଅସ୍‍

ଆଲେଖ୍ୟ- ପ୍ରତିଜ୍ଞା ମିଶ୍ର

Leave A Reply